ଛିଞ୍ଚିପତ୍ର
(ଛିଞ୍ଚିପତର—ଅନ୍ୟରୂପ)
କରେଇରେ ପିଠଉକୁ କେରାଏ ଦୁବ ଘାସଦ୍ୱାରା ଉପର୍ଯ୍ୟୁପରି ଛିଞ୍ଚି ପ୍ରସ୍ତୁତ କରିବା ପତଳା ଚକୁଳି; ଛୁଞ୍ଚିପତର —A kind of very fine pan-cake done over the frying pan by sprinkling layers of rice and paste other on a pan set over the fire.