ଛିଟ
ଦେଖଣା
ଛିଟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚିତ୍ର)
- ୧. ନାନାବର୍ଣ୍ଣର ଛିଟା ବା ଚିତ୍ରଯୁକ୍ତ ବସ୍ତ୍ର; ଚିତ୍ରିତ ବସ୍ତ୍ର — Spotted cloth; chintz.
ଦେଶଜ - ବିଶେଷଣ -
[ସମ୍ପାଦନା]ଚିତ୍ରିତ; ଶବଳିତ — Multicoloured; spotted.
ଚନ୍ଦ୍ରକେ ଲାକ୍ଷା ଲାଗି ହେଲା ଛିଟ କବିସୂର୍ଯ୍ୟ. କବିତାକଲ୍ଲୋଳ