Jump to content

ଛିଟକାଇବା

ଉଇକିଅଭିଧାନ‌ରୁ

ଛିଟକାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଛିଟିକାଇବା; ଛିଟ୍କେଇବା, ଛିଟିକେଇବା—ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - ଚାଳନ)

[ସମ୍ପାଦନା]
୧. ଦ୍ରବ ପଦାର୍ଥକୁ କ୍ଷୁଦ୍ରକ୍ଷୁଦ୍ର କଣାରେ ଛାଟିବା ବା ତିର୍ଯ୍ୟକ ଭାବରେ ବିଞ୍ଚିବା; ଛିଡ଼ିକାଇବା — ୧. To sprinkle slantingly.
୨. ସିଟ୍କାଇବା (ଦେଖ) - ୨. Siṭ-kāibā (See)