ଛିଟା
ଦେଖଣା
ଛିଟା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - କ୍ଷିପ୍ର; ପ୍ରା. ଛିତ୍ତ)
[ସମ୍ପାଦନା]- ୧. କ୍ଷୁଦ୍ର ବିନ୍ଦୁ; ବଣା; ଶୀକର — ୧. Smal drops; sparks.
ଛଟା ଉଠି ପଡ଼ୁଥିଲା କି ଆସିତା ହିମଚ୍ଛଳେ ଧରଣୀରେ ରାଧନାଥ. ଯଯାତି
- ୨. ଛୋଟ ଦାଗ —୨. Stain; spot.
- ୩. ପରିମାଣବିଶେଷ —୩. A specific measure.
- ୪. ଛୋଟ ଗୁଳ; ବଟିକା; ଗୁଳା — ୪. Small ball; bullet; pill; globule.
- ୫. ମଦତ୍; ଗୁଲି — ୫. Opium bullets for smoking.
- ୬. (ପାନବରଜୀଙ୍କ ଭାଷା) ନୂଆ ବରଜରେ ପ୍ରଥମରେ ପୋତା ଯିବା (ରୋପା ହେବା) ଲମ୍ୱ ପାନ ଲତା — ୬. A long betel-creeper planted in a betel- plantation.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]- ୧. ଦୋଷ —୧. Fault.
- ୨. ନିନ୍ଦା —୨. Blame.
ବିଶେଷଣ -
[ସମ୍ପାଦନା]ମଳଯୁକ୍ତ; ମଳିନ —Dirty.
(ଯଥା—ଯେତେ ଛିଟା କନା ଅଛି ସବୁ ସଫା କରି ଆଣ)