Jump to content

ଛିଟାଇବା

ଉଇକିଅଭିଧାନ‌ରୁ

ଛିଟାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଛିଟାଦେବା; ଛିଟା ପକାଇବା; ଛିଟେଇବା—ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - କ୍ଷିପ୍ତ; ପ୍ରା. ଛିତ୍ତ)

[ସମ୍ପାଦନା]

ବିନ୍ଦୁ ବିନ୍ଦୁ ପ୍ରକ୍ଷେପ କରିବା; ଛାଟି କରି ଛିଞ୍ଚିବା; କ୍ଷୁଦ୍ର କ୍ଷୁଦ୍ର ବିନ୍ଦୁ ଛାଟିବା; ଝୋଟୀ ଦେବା —To sprinkle with the fingers; to spatter.