Jump to content

ଛିଟିକି ପଡ଼ିବା

ଉଇକିଅଭିଧାନ‌ରୁ

ଛିଟିକି ପଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଛିଡ଼ିକିବା; ଦ୍ରୁତଗତିରେ ଦୂରକୁ ନିକ୍ଷିପ୍ତ ହେବା —To be spluttered about; to be thrown to a distance with force.

ନାବୁଁ କି ମୀନ ଛିଟିକି ଡ଼େଇଁ ଆସି ପଡ଼ିଗଲା ନଦୀ ଜଳରେ ପ୍ରାଚୀ. ରହସ୍ୟମଞ୍ଜରୀ