Jump to content

ଛିଟ୍କିବା

ଉଇକିଅଭିଧାନ‌ରୁ

ଛିଟ୍କିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଛିଟିକିବା—ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - କ୍ଷିପ୍ତକରଣ; ପ୍ରା ଛିତ୍ତକରଣ)

[ସମ୍ପାଦନା]
୧. (ଅଗ୍ନି କଣା ବା ଦ୍ରବ୍ୟ ପଦାର୍ଥ) କ୍ଷୁଦ୍ର କଣାରେ ବିକ୍ଷିପ୍ତ ହେବା (ଯଥା—ନିଆଁ ଛିଡ଼ିକିବା) — ୧. To splash up; to be sprinkled in small drops; to be shoot off in sparks (sid of fire).

(ଯଥା—ଚଳିଲା ଗାଡ଼ିର ଚକରୁ କାଦୁଅପାଣି ଛିଟ୍କୁଛି)

୨. ମୁଣ୍ଡ ଆଦି ବିନ୍ଧୁବା; ବଥାଇବା —୨. To ache.