Jump to content

ଛିଡ଼କିତ

ଉଇକିଅଭିଧାନ‌ରୁ

ଛିଡ଼କିତ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ଅସାଧୂତାଦୋଷଦୁଷ୍ଟ ଶବ୍ଦ)

[ସମ୍ପାଦନା]

ଦୂରକୁ ନିକ୍ଷିପ୍ତ — Thrown to a distance; shooting out.

ବିସର୍ଜି ଲୋତକ ଧାରା ପାତେ, ଛିଡ଼ିକିତ ଜଳକଣା ବ୍ୟାଜେ ଚିନ୍ତାମଣି. ବିକ୍ରମାଦିତ୍ୟ