ଛିଣ୍ଡା
ଦେଖଣା
ଛିଣ୍ଡା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛିଦ ଧାତୁ)
[ସମ୍ପାଦନା]- ୧. ଛିଡ଼ିବା —୧. Tearing.
- ୨. ଛିଣ୍ଡାଇବା —୨. Plucking.
- ୩. ନଖାଦିଜନିତ କ୍ଷତଚିହ୍ନ — ୩. Scratching marks.
- ୪. ନଈବଢ଼ି ଛାଡ଼ି ଗଲେ ନଦୀଶଯ୍ୟାରେ ଯେଉଁ ସ୍ଥାନ— ମାନଙ୍କର ପାଣି ରହି ଯାଏ — ୪. Pools of water left in the river bed after the subsidence of flood.
- ୫. ସ୍ରୋତସ୍ୱତୀର ଅଗଭୀର ଅଂଶ — ୫. Shallow portion of a flowing river.
ଅନୁବାଦ
[ସମ୍ପାଦନା]ଛିଣ୍ଡା
|
ବିଶେଷଣ -
[ସମ୍ପାଦନା]- ୧. ଛିନ୍ନ, ବିଦୀର୍ଣ୍ଣ; ଫଟା —୧. Torne.
(ଯଥା—ଛଣ୍ଡା ଲୁଗା; ଛିଣ୍ଡା କନା)
- ୨. (ଅନ୍ୟ ଶବ୍ଦ ସଙ୍ଗେ ଲାଗେ, ଯଥା—ମରମଛିଣ୍ଡାକଥା) ବିଦୀର୍ଣ୍ଣକାରୀ; ଭେଦକ —୩. Piercing.