Jump to content

ଛିଣ୍ଡାଗଣ୍ଡ

ଉଇକିଅଭିଧାନ‌ରୁ

ଛିଣ୍ଡାଗଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପ୍ରହେଳିକା; ବ୍ୟାସକୂଟ — ୧. Riddle; enigma.
୨. ମର୍ମଭେଦୀ ବ୍ୟଙ୍ଗୋକ୍ତି — ୨. Satirical remarks; lampoon.
୩. ଏକ ପ୍ରକାର ଶ୍ଳେଷାର୍ଥକ ପ୍ରହେଳିକା (ଯେଉଁ ପ୍ରହେଳିକାକୁ ଶୁଣିବା ମାତ୍ରେ ଅଶ୍ଳୀଳ ପରି ବୋଥ ହୁଏ କିନ୍ତୁ ପ୍ରକୃତରେ ତାହା ଅଶ୍ଳୀଳ ନୁହେ ବୋଲି ପରେ ଜଣାଯାଏ) — ୩. Double entendre; a class of riddles which sound obscene at first sight but which have no obscene purport.

[ଦ୍ରଷ୍ଟବ୍ୟ —ଉଦାହରଣ ଯଥା— "ପାର ମଶୁଣି ଫିଟା କଛା ଯେଉଁ ପୁରୁଷର ଯେତକ ଇଚ୍ଛା"

ଏହାର ଅର୍ଥ—ଆସନ ପକାଅ ଓ ପୋଥିର ଡୋର ଫିଟାଇ ମନଇଚ୍ଛା ମୁତାବକ ପୋଥିକୁ ପଢ଼]