Jump to content

ଛିଣ୍ଡାଣ

ଉଇକିଅଭିଧାନ‌ରୁ

ଛିଣ୍ଡାଣ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛେଦନ)

[ସମ୍ପାଦନା]
୧. ଛେଦକରଣ; ଛେଦନ — ୧. Cutting; splitting.
୨. ମୃଦଙ୍ଗ, ଘୁମୁରା ବା ପଖଉଜକୁ ତାଳ ଧରି ବଜାଇବା ବେଳେ ଉକୁଟକୁ ଛିଣ୍ଡାଇବାର ସର୍ବଶେଷରେ ଉଚ୍ଚାରିତ ଶବ୍ଦ ବା ପଦ ବା ବାକ୍ୟ —୨. The last syllable of a musical formula for playing of a drum.
୩. (ଗଣିତ) ବଡ଼ ରାଶିକୁ ଛୋଟ ରାଶିରେ ଏପରି ହରଣ କରିବା ଯେଉଁପରି କିଛି ଭାଗଶେଷ ନ ରହିବ — ୩. (mathematics) Division of a large number by a smaller one so as to leave no remainder.

ଦେଶଜ - ବିଶେଷଣ - (ଗଣିତ)

[ସମ୍ପାଦନା]

ସମବିଭଞ୍ଜକ (ସଂଖ୍ୟା) — (mathematics) Equally divisible (number).

(ଯଥା—ଛିଣ୍ଡାଣ ଅଙ୍ଗ)