Jump to content

ଛିତି

ଉଇକିଅଭିଧାନ‌ରୁ

ଛିତି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - କ୍ଷିତି; କ୍ଷ ସ୍ଥାନରେ ଛ ପ୍ରୟୋଗ ପ୍ରଚୀନ ସାହିତ୍ୟରେ ଓ ହିନ୍ଦିରେ ବହୁଳ)

[ସମ୍ପାଦନା]

କ୍ଷିତି; ପୃଥ୍ୱୀ —The earth

ଜୟ ଛିତି ବଡ଼ ବିସ୍ତାର ଅପାର ତାହା ପିଠିରେ ଧଇଲୁ ଚକ୍ରଧର—ପ୍ରାଚୀ. ରସବାରିଧି