Jump to content

ଛିତିବିତି

ଉଇକିଅଭିଧାନ‌ରୁ

ଛିତିବିତି

ଉଚ୍ଚାରଣ

[ସମ୍ପାଦନା]

କ୍ରି. ବିଶେଷଣ - (ସଂସ୍କୃତ - ଛିନ୍ନ ଓ ଭିନ୍ନ, କିମ୍ୱା କ୍ଷିପ୍ତ ଓ ବ୍ୟାପ୍ତ)

[ସମ୍ପାଦନା]
୧. ଅସ୍ତବ୍ୟସ୍ତ —୧. Confused.
୨. ଛିନିଛତ୍ର; ଇତସ୍ତତଃ ବିକ୍ଷିପ୍ତ — ୨. Scattered here and there; routed.
୩. କାଲୁବାଲୁ —୩. Bothered.

ବିଶେଷ୍ୟ -

[ସମ୍ପାଦନା]
୧. ଏଣେତେଣେ ବୁଣାଯିବା — ୧. Being scattered or strewn.
୨. ନିକ୍ଷେପ —୨. Throwing.
୩. କାଲୁବାଲୁ କରିବା —୩. Botheration.