Jump to content

ଛିତ୍ୱର

ଉଇକିଅଭିଧାନ‌ରୁ

ଛିତ୍ୱର

ଉଚ୍ଚାରଣ

[ସମ୍ପାଦନା]

(ଛିଦ୍ୱର—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ଛିଦ୍ ଧାତୁ+କର୍ତ୍ତୃ. ଚର; ସଂଜ୍ଞାର୍ଥେ)

[ସମ୍ପାଦନା]
୧. ଧୂର୍ତ୍ତି — ୧. Cunning; roguish.
୨. ଶତ୍ରୁତାପନ୍ନ —୨. Inimical.
୩. ଛେଦନକାରୀ —୩. Cutting.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶତ୍ରୁ —Enemy; adversary.