Jump to content

ଛିଦୁର

ଉଇକିଅଭିଧାନ‌ରୁ

ଛିଦୁର

ଉଚ୍ଚାରଣ

[ସମ୍ପାଦନା]
(ଛିଦୁରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଛିଦ୍ ଧାତୁ+କର୍ମ. ଉର)

[ସମ୍ପାଦନା]
୧. ଛିନ୍ନ —୧. Torne; cut down; cut off.
୨. (+କର୍ତ୍ତୃ. ଉର) ଛେଦକ —୨. Tearing.
୩. ପ୍ରତାରକ —୩. Cheating; deceiving.
୪. ଶତ୍ରୁଭାବାପନ୍ନ —୪. Inimical.