Jump to content

ଛିଦ୍ରାନ୍ୱେଷଣ

ଉଇକିଅଭିଧାନ‌ରୁ

ଛିଦ୍ରାନ୍ୱେଷଣ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Chhidrānweshaṇa
  • ଆଇ.ପି.ଏ. — tʃhˈɔ hɾˌɔʃʃoˈikaɾ dˈɔ hˈʌlˈʌntɔ ɾˈɔ ˈakaɾ nˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈekaɾ mˌudʰennoʃʃˈɔ ɳˈɔ

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଛିଦ୍ର+ଅନ୍ୱେଷଣ)

[ସମ୍ପାଦନା]

ପରର ଦୋଷ ବା ତ୍ରୁଟି ଅନୁସନ୍ଧାନ କରିବା — Fault-finding; being on the look-out for another's fault or defects; picking up holes in another's pocket.