Jump to content

ଛିଦ୍ରିତ

ଉଇକିଅଭିଧାନ‌ରୁ

ଛିଦ୍ରିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଛଦ୍ର୍ ଧାତୁ=ଭେଦ କରିବା+କର୍ମ.ତ)

[ସମ୍ପାଦନା]
୧. କଣା କରା ଯାଇଥିବା — ୧. Perforated; pierced.
୨. ଦୂଷିତ — ୨. Corrupted; contaminated.