Jump to content

ଛିଦ୍ର ଉଣ୍ଡିବା

ଉଇକିଅଭିଧାନ‌ରୁ

ଛିଦ୍ର ଉଣ୍ଡିବା

ଉଚ୍ଚାରଣ

[ସମ୍ପାଦନା]

(ଛିଦ୍ର ଖୋଜିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ପରର ଦୋଷ ବା ତ୍ରୁଟି ଅନୁସନ୍ଧାନ କରିବା — To be on the look-out for another's flaws.

ଛିଦ୍ର ଉଣ୍ଡିଣ ସେ ବେଭାରେ ରାତ୍ରେ ମିଳିଲେ ଅନ୍ଧକାରେ ଜଗନ୍ନାଥ. ଭାଗବତ