Jump to content

ଛିଦ୍ର ପାଇବା

ଉଇକିଅଭିଧାନ‌ରୁ

ଛିଦ୍ର ପାଇବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କୌଣସି ବ୍ୟକ୍ତିର ତ୍ରୁଟି ବା ଦୋଷ ଦେଖିବାର ସୁବିଧା ପାଇବା — To get an opportunity of finding out a person's draw-back or defect.

(ଯଥା—ସେ କିଛି ଛିଦ୍ର ପାଇଲେତ କଳିକି ଅଣ୍ଟା ଭିଡ଼ିବ ଖାଲିଟାରେ କିମିତି କଳି ଲଗେଇବ?)