Jump to content

ଛିନାଇବା

ଉଇକିଅଭିଧାନ‌ରୁ

ଛିନାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଛିନେଇବା—ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - ଛିଦ୍ ଧାତୁଜ ଛିନ୍ନ)

[ସମ୍ପାଦନା]

ଛିଣ୍ଡାଇବା; ଛିନ୍ନ କରିବା — To tear away; to tear off; to break.

ବ୍ରଜଦଂଷ୍ଟ୍ରର ଗ୍ରୀବ ଛିନାଇଲା ସୁଗ୍ରୀବ ଫିଙ୍ଗିଲା ଉପେନ୍ଦ୍ର. ଭଞ୍ଜ ବୈଦେହୀଶବିଳାସ