Jump to content

ଛିନି ଆନ୍ୱା

ଉଇକିଅଭିଧାନ‌ରୁ

ଛିନି ଆନ୍ୱା

ଉଚ୍ଚାରଣ

[ସମ୍ପାଦନା]

(ଛିନିନେବା—ଅନ୍ୟରୂପ)

ପ୍ରାଦେଶିକ - (ସମ୍ୱଲପୁର) କ୍ରି. (ତୁଳ. ହିନ୍ଦୀ - ଛିନ୍ ଲେନା)

[ସମ୍ପାଦନା]
୧. ଉପରୁ ପିଙ୍ଗାଯିବା କୌଣସି ବସ୍ତୁକୁ ଶୂନ୍ୟେ— ଶୂନ୍ୟେ ଧରିନେବା — ୧. To catch up a thing in the air.
୨. ଜଣେ ଗାଉଥିବା ସଙ୍ଗୀତକୁ ଶୁଣିବା ସଙ୍ଗେ ସଙ୍ଗେ ଅବିକଳ ଗାଇବା —୨. To sing a song at once after hearing it once sung.
୩. କୌଣସି ବ୍ୟକ୍ତିର ବାକ୍ଚାତୁରୀ ବା ବଚନ୍ନଭଙ୍ଗୀକୁ ପୂର୍ଣ୍ଣରୂପେ ଅନୁକରଣ କରିବା —୩. To successfully imitate a person's mode of talking.