Jump to content

ଛିନ୍ଛତର୍

ଉଇକିଅଭିଧାନ‌ରୁ

ଛିନ୍ଛତର୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ଛିନ୍ନ ଓ ଛତ୍ର)

[ସମ୍ପାଦନା]
୧. ଇତସ୍ତତଃ ବିକ୍ଷିପ୍ତ — ୧. Scattered about; disorganised.
୨. ଛତ୍ରଭଙ୍ଗ ଦେଇଥିବା; ଇତସ୍ତତଃ ପଳାୟିତ — ୨. Routed; confused; fleeing away in confusion.

(ଛିନ୍ଛତ୍ର; ଛିନ୍ଛାଟ୍; ଛିନଛତର; ଛିନିଛତ୍ର—ଅନ୍ୟରୂପ)