ଛିନ୍ନ
ଦେଖଣା
ଛିନ୍ନ
ଉଚ୍ଚାରଣ
[ସମ୍ପାଦନା](ଛିନ୍ନା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ଛିଦ୍ ଧାତୁ+ କର୍ମ. ତ)
[ସମ୍ପାଦନା]- ୧. କର୍ତ୍ତିତ — ୧. Cut asunder; broken.
- ୨. ବିଦୀର୍ଣ୍ଣ —୨. Pierced through; rent.
- ୩. ବିଚ୍ଛିନ୍ନ; ବିଭିନ୍ନ, ପୃଥକ୍କୃତ — ୩. Cut off; separated; servered.
- ୪. ଚିରା; ଛିଣ୍ଡା; ଯାହା ଛିଣ୍ଡି ଯାଇଅଛି —୪. Torn.
- ୫. ଉତ୍ପାଟିତ —୫. Uprooted.