ଛିନ୍ନଗୋମୂତ୍ର ଛନ୍ଦ
ଦେଖଣା
ଛିନ୍ନଗୋମୂତ୍ର ଛନ୍ଦ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]କାବ୍ୟାଳଙ୍କାରବିଶେଷ — A kind of artistic poetic composition.
[ଦ୍ରଷ୍ଟବ୍ୟ —ଏଥିରେ ଗୋମୂତ୍ରଛନ୍ଦର ନିୟମ ଅନୁସାରେ ରଚନା କରା ଯାଇ ଥାଏ, କିନ୍ତୁ ଗୋଟିଏ ଅକ୍ଷର ଛାଡ଼ି ଅନ୍ୟ ଅକ୍ଷରର ମେଳ ରଖା ଯାଅ ଥାଏ ଗୋମୂତ୍ରଛନ୍ଦରେ ୨ ଧାଡ଼ିରେ ଅକ୍ଷରରେ ଗୋମୂତ୍ର ନିୟମ ରକ୍ଷା କରା ଯାଏ, କିନ୍ତୁ ଛିନ୍ନଗୋମୂତ୍ରଛନ୍ଦରେ ଗୋଟିଏ ଧାଡ଼ିକୁ ଧରି ଗୋମୁତ୍ରଛନ୍ଦର ନିୟମ ପାଳିତ ହୋଇ ଥାଏ ଯଥା ===
ରବି ତୋଷଦ ନଳୀନ ରସି ଚାତକ ସୂଘନ (କ) ଯଥ ଶିଖୀ ଘନେ ତଥା ନବ ପ୍ରେମେ (ଖ) ଆଦରେ ବାଳି ରତନ (ଗ) ଛବି ବିଷଦ ବିଲୀନ ରସି ଚାତକ ସଘନ (କ) ବୃଥା ସଖୀ ମନେ ବ୍ୟଥା ଭାବ କାମେ (ଖ) ବିଦରେ ଆଳି ଯତନ" (ଗ) ଗୋଲକ, ଇନ୍ଦ୍ର ରେଖା]