ଛିନ୍ନଭିନ୍ନ
ଦେଖଣା
ଛିନ୍ନଭିନ୍ନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଦ୍ୱନ୍ଦ); (ଛିନ୍ନ ଓ ଭିନ୍ନ)
[ସମ୍ପାଦନା]- ୧. ଇତସ୍ତତଃ ବିକ୍ଷିପ୍ତ; ଛିନିଭିନି; ଛିନିଛତ୍ର —୧. Promiscuously scattered about; routed; dispersed.
ନ ପାଇ ସ୍ଥାନ କାହିଁ ଛିନ୍ନଭିନ୍ନ ହେଲେ କୃଷ୍ଣସିଂହ. ମହାଭାରତ. ବନ
- ୨. ଉତ୍ସନ୍ନ; ବିନଷ୍ଟ —୨. Ruined; completely broken into parts.
- ୩. ଟିକିଟିକି ବା ଖଣ୍ଡଖଣ୍ଡ ହୋଇଥିବା — ୩. Torne to pieces.
- ୪. ଲଣ୍ଡଭଣ୍ଡ —୪. Confused.
- ୫. ଯାହା ଉତ୍ତମରୂପେ ବିଶ୍ଳେଷିତ ହୋଇଅଛି — ୫. Well analysed.