Jump to content

ଛିନ୍ନମସ୍ତକ

ଉଇକିଅଭିଧାନ‌ରୁ

ଛିନ୍ନମସ୍ତକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା, ଛିନ୍ନ+ ମସ୍ତକ)

[ସମ୍ପାଦନା]

କଟା ହୋଇ ଗଣ୍ଡିରୁ ବିଚ୍ଛିନ୍ନ ହୋଇଥିବା ମୁଣ୍ଡ — A head separated from the body.

(ଛିନ୍ନମସ୍ତକ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)

[ସମ୍ପାଦନା]

ନିର୍ମୁଣ୍ଡ; ମସ୍ତକହୀନ — Decapitated.