Jump to content

ଛିନ୍ନମସ୍ତା

ଉଇକିଅଭିଧାନ‌ରୁ

ଛିନ୍ନମସ୍ତା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ବହୁବ୍ରୀହି, ଛିନ୍ନ+ ମସ୍ତ= ମସ୍ତକ+ ସ୍ତ୍ରୀ. ଆ)

[ସମ୍ପାଦନା]

ଯେଉଁ ସ୍ତ୍ରୀର ମୁଣ୍ଡ କଟା ହୋଇ ଅଛି; ମସ୍ତକ ହୀନା — Decapitated; having her head cut off.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ତନ୍ତ୍ରୋକ୍ତ ଦଶ ମହାବିଦ୍ୟା ଅନ୍ତର୍ଗତ ୬ଷ୍ଠ ମହା— ବିଦ୍ୟା; ଦୁର୍ଗାଙ୍କରରୁ ଦ୍ରଚଣ୍ଡିକା ବା ମସ୍ତକହୀନା ମୂର୍ତ୍ତି

[ଦ୍ରଷ୍ଟବ୍ୟ —ତନ୍ତ୍ର ଅନୁସାରେ ଏହାଙ୍କ ରୂପ—ଆପଣା ହାତରେ ଆପଣା ମୁଣ୍ଡ କାଟି ତାହାକୁ ବାମ ହସ୍ତରେ ଧରିଛନ୍ତି; କଟା ହୋଇଥିବା ବେକରୁ ଉଠୁଥିବା ରକ୍ତର ଝର ସେହି କଟା ମୁଣ୍ଡର ପାଟିରେ ପଡ଼ୁଅଛି ଓ ସେ କଟା ମୁଣ୍ଡଟି ଉକ୍ତ ରକ୍ତଯାକ ପାନ କରୁଅଛି (ଦଶ ମହାବିଦ୍ୟା ଦେଖା) — An incarnation (out of ୧୦) of Goddess Durgā in her most wrathful or ferocious form, represented by a headless trunk held with the left hand, the blood issusing out of the neck of the trunk falling into the mouth of the decapitated head held in the hand Deity.