Jump to content

ଛିନ୍ନହସ୍ତ

ଉଇକିଅଭିଧାନ‌ରୁ

ଛିନ୍ନହସ୍ତ

ଉଚ୍ଚାରଣ

[ସମ୍ପାଦନା]
(ଛିନ୍ନହସ୍ତା—ସ୍ତ୍ରୀ) 

ସଂସ୍କୃତ - ପୁଣଂ. ପୂଂ (ବହୁବ୍ରୀହି, ଛିନ୍ନ+ହସ୍ତ)

[ସମ୍ପାଦନା]

Maimed in the hands;deprived of the arms.

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]

ଦେହରୁ କଟାଯାଇଥିବା ହାତ — Hand chopped off from the body.