Jump to content

ଛିନ୍ନା

ଉଇକିଅଭିଧାନ‌ରୁ

ଛିନ୍ନା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ—(ଛିନ୍ନ+ସ୍ତ୍ରୀ. ଆ)

[ସମ୍ପାଦନା]

ଛିନ୍ନର ସ୍ତ୍ରୀଲିଙ୍ଗ — Feminine of Chhinna.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ବେଶ୍ୟା —୧. Harlot; prositute
୨. ନଷ୍ଟା ବା ଭ୍ରଷ୍ଟା ସ୍ତ୍ରୀ; ଛିଣ୍ଡାଳ — ୨. Strumpet; coquette; adulteress.
୩. ଗୁଡ଼ୁଚୀ; ଗୁଳୁଚି ଲତା; ଗୁଳୁଚି (ଦେଖ) - ୩. A medicinal creeper; Guḻuchi (See)