Jump to content

ଛିନ୍ନାଇବା

ଉଇକିଅଭିଧାନ‌ରୁ

ଛିନ୍ନାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଛିଦ ଧାତୁ)

[ସମ୍ପାଦନା]

ଛିଣ୍ଡାଇବା; କାଟିଦେବା — To cut off.

ସେହି କୁମର ଚାମର ଛିନ୍ନାଇବା ଗଣଲା ବିଭସେ— ଉପେନ୍ଦ୍ର ଭଞ୍ଜ. କୋଟୀବ୍ରହ୍ମାଣ୍ଡ ସୁନ୍ଦରୀ