Jump to content

ଛିନ୍ନାଳୀ

ଉଇକିଅଭିଧାନ‌ରୁ

ଛିନ୍ନାଳୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛିନ୍ନା+ଆଳୀ)

[ସମ୍ପାଦନା]

ସ୍ୱାମିନୀଙ୍କ ସେବାରୁ ଅନ୍ତରିତ ହେବା ସଖୀ —A maidservant who has been removed from the service of her mistress.

କହିବ ଛିନ୍ନାଳୀ ନାଳୀ କାକ୍ଷୀ ନବବାଳୀ; ବାଳିଶ ମୁଁ ଦିଅ ସେବା ପାଳି ପାଳି ହେ ଭଞ୍ଜ. ପ୍ରେମସୁଧାନିଧି