ଛିନ୍ଭିନ୍
ଦେଖଣା
ଛିନ୍ଭିନ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛିନ୍ଭିନ୍
|
(ଛିନିଭିନି—ଅନ୍ୟରୂପ)
ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ଛିନ୍ନଭିନ୍ନ)
[ସମ୍ପାଦନା]- ୧. ଛିନ୍ନଭିନ୍ନ (ଦେଖ) - ୧. Chhinna-bhinna (See)
- ୨. ଛିନ୍ଛତର; ଖିନିଭିନି — ୨. Scattered about; routed
- ୩. ଛିନ୍ନବିଛିନ୍ନ — ୩. Completely disorganised.
- ୪. ପୂର୍ଣ୍ଣରୂପେ ଅନୁସନ୍ଧାନ ବା ଅନ୍ୱେଷଣ କରାଯାଇ ଥିବା — ୪. Thoroughly investigated.
- ୫. ତନ୍ନ ତନ୍ନ କରି ବୁଝାଇ ଦିଆଯିବା — ୫. Thoroughly explined.