ଛିନ୍ଭିନ୍ କରି ବୁଝାଇବା
ଦେଖଣା
ଛିନ୍ଭିନ୍ କରି ବୁଝାଇବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଛିନ୍ନଭିନ୍ନ)
[ସମ୍ପାଦନା]କୌଣସି ବାକ୍ୟ ବା ପଦକୁ ବିଶଦଭାବରେ ବିଶ୍ଳେଷଣ କରି ଅର୍ଥ ଓ ତାତ୍ପର୍ଯ୍ୟ ଅନ୍ୟକୁ ବୁଝାଇ— ଦେବା; ତନ୍ନ ତନ୍ନ କରି ବୁଝାଇବା —To annotate a passage; to explain a passage very exhaustively and clearly (by expounding its derivation, meaning and purport)