ଛିରିକା
ଦେଖଣା
ଛିରିକା
ଉଚ୍ଚାରଣ
[ସମ୍ପାଦନା]ଗ୍ରାମ୍ୟ - ବିଶେଷ୍ୟ - (ସଂ ସାଦୃଶ୍ୟ)
[ସମ୍ପାଦନା]- ୧. ସାଦୃଶ୍ୟ — ୧. Similarity in appearance.
(ଯଥା—ଏ ପିଲାଟି ଠେଇଁ ମାଆର ଛିରିକା ଅଛି)
(ଛିର୍କା—ଅନ୍ୟରୂପ)
- ୨. ଜୋରପୂର୍ବକ ଅଳ୍ପ ପରିମାଣରେ କୌଣସି ଦ୍ରବ ପଦାର୍ଥ, ଛୋଟ ଛିଦ୍ରଦ୍ୱାରା ନିକ୍ଷେପ କରିବା; ଚିରିକା —୨. Emission of a small quantity of any liquid with force through a small hole.
(ଯଥା—ବୃକ୍ଷ ଡାଳରେ ବସିଥିବା ପକ୍ଷୀର ଛିରିକା ଗଛ ତଳେ ଶୋଇଥିବା ପଥିକ ମୁହଁ ଉପରେ ପଡ଼ିଗଲା)
- ୩. ଛିଡ଼ିକା; ଛିଡ଼କା (ଦେଖ) - — ୩. Spurting; splashing; Chhiṟḍ̠-kā (See)