ଛିରିକିବା
ଦେଖଣା
ଛିରିକିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛିରିକାଇବା, ଛିରିକେଇବାଣିଜନ୍ତି
(ଛର୍କିବା—ଅନ୍ୟରୂପ)
ଦେଶଜ - କ୍ରି.
[ସମ୍ପାଦନା]- ୧. ଛିଡ଼ିକିବା (ଦେଖ) - ୧. To shoot out in sparks; to be spouted out; Chhiṟḍ̠ikibā (See)
- ୨. ବଳପୂର୍ବକ ବିକ୍ଷିପ୍ତ ହୋଇ ଦୂରରେ ପଡ଼ିବା — ୨. To drop at a distance by being thrown with force.
- ୩. ଚିରିକିବା (ଦେଖ) - ୩. Chirikibā (See)