ଛୁଆ
ଦେଖଣା
ଛୁଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶାବକ, ଶାବ, ପ୍ରା ଛାପୋ; ସଂସ୍କୃତ - ଛା—ଯୋଗେଶ୍ଚନ୍ଦ୍ର)
[ସମ୍ପାଦନା]- ୧. ଜନ୍ତୁମାନଙ୍କ ପିଲା — ୧. The young of an animal
- ୨. ମନବଶିଶୁ —୨. Infant; child.
ବିଶେଷଣ -
[ସମ୍ପାଦନା]- ୧. ଅଳ୍ପ ବୟସ୍କ —୧. Very young.
- ୨. ସାନ; କ୍ଷୁଦ୍ର —୨. Small; tinny.