ଛୁଆଁଇବା
ଦେଖଣା
ଛୁଆଁଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ସଂସ୍କୃତ - ଛଦ ଧାତୁ)—ଛିଆଣି କରିବା; ଛାଇବା; ଛପରବନ୍ଦି କରିବା —To thach; to lay a cover over.
- ୨. (ସଂସ୍କୃତ - ସ୍ପୃଶ ଧାତୁର ଣିଜନ୍ତି) ସ୍ପର୍ଶ କରାଇବା (ଛୁଇଁବାର ଣିଜନ୍ତରୂପ) —୨. To cause another person to touch some thing.
ମର୍ମ ପରଶ ରସ ଥାଉ କେ ଦେହି ଛୁଆଁଇବା ଆଉ ଭୂପତି ପ୍ରେମପଞ୍ଚାମୃତ
- ୩. (ସଂସ୍କୃତ - ଛଦ ଧାତୁ)—ସ୍ତରଦ୍ୱାରା ଆଛାଦନ କରିବା କୌଣସି ପଦାର୍ଥକୁ ଘୋଡ଼ାଇବା —୩. To put a layer upon; to overspread
କିଂଶୁକ କୁସୁମ ପାଟ କରବାତ ରଙ୍ଗକୋଷରେ ଛୁଆଇଁ