ଛୁଆଁଛୁତ୍
ଦେଖଣା
ଛୁଆଁଛୁତ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛୁଆଁଛୁତ୍
|
ଦେଶଜ - ବିଶେଷ୍ୟ - (ସଂ ଅସ୍ପୃଶ୍ୟ+ସ୍ପର୍ଶନ)
[ସମ୍ପାଦନା]- ୧. ଅସ୍ପୃଶ୍ୟ ବ୍ୟକ୍ତି ବା ବସ୍ତୁର ସ୍ପର୍ଶନ — ୧. Touching an untouchable person or thing
- ୨. ଅସ୍ପୃଶ୍ୟସ୍ପର୍ଶନଜନିତ ଅଶୁଚିତା —୨ Impurity resulting from touching an untouchable.
- ୩. ସ୍ପୃଶ୍ୟାସ୍ପୃଶ୍ୟ ବିଚାର ବା ପ୍ରଭେଦ — ୩. Distinction between the touchable and untouchable.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଅସ୍ପୃଶ୍ୟସ୍ପର୍ଶନଜନିତ — ୧. Resulting from touching an untouchable.
- ୨. ଅସ୍ପୃଶ୍ୟ ଓ ସ୍ପୃଶ୍ୟ ୨. Untouchable and touchable (person or thing.)