Jump to content

ଛୁଆଁ ଅଛୁଆଁ

ଉଇକିଅଭିଧାନ‌ରୁ

ଛୁଆଁ ଅଛୁଆଁ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ସ୍ପୃଶ୍ୟ+ଅସ୍ପୃଶ୍ୟ, ବିପରୀତାର୍ଥ ସହଚର)

[ସମ୍ପାଦନା]

ସ୍ପୃଶ୍ୟ ଓ ଅସ୍ପୃଶ୍ୟ ବ୍ୟକ୍ତି ବା ବସ୍ତୁ; ଯାହାକୁ ଛୁଇଁଲେ ମନୁଷ୍ୟ ଛୁଆଁ ହେବ ଓ ଯାହାକୁ ଛୁଇଁଲେ ମନୁଷ୍ୟ ଛୁଆଁ ହେବ ନାହିଁ — Touchable and untouchble (person or thing)