ଛୁଆଁ ଛୁଇଁ
ଦେଖଣା
ଛୁଆଁ ଛୁଇଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛୁଆଁ ଛୁଇଁ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ପର୍ଶନ)
[ସମ୍ପାଦନା]- ୧. ଅନ୍ୟୋନ୍ୟ ଗାତ୍ରସ୍ପର୍ଶ କରିବା — ୧. Mutual contact or touch,
- ୨. ସ୍ପର୍ଶ କରିବା —୨. Touching; contact.
ଛୋଆଁ ଛୁଇଁ, ଛୋଆଁ ଛୋଇଁଅନ୍ୟରୂପ
- ୩. ସ୍ପୃଶ୍ୟାସ୍ପୃଶ୍ୟ ବସ୍ତୁର ପ୍ରଭେଦ — ୩. Distinction between the touchable and untouchable.
ଦେଶଜ - ବିଶେଷଣ -
[ସମ୍ପାଦନା]ଅନ୍ୟୋନ୍ୟ ସଙ୍ଗେ ସ୍ପୃଷ୍ଟ —Mutually connected; touching one another.