ଛୁଆଁ ରୋଗ
ଦେଖଣା
ଛୁଆଁ ରୋଗ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛୁଆଁ ରୋଗ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଯେଉଁ ରୋଗ କେବଳ ସ୍ପର୍ଶଦ୍ୱାରା ସଂକ୍ରାମିତ ହୁଏ —Contagious disease.
[ଦ୍ରଷ୍ଟବ୍ୟ —ରୋଗୀକୁ ଛୁଇଁଲେ ବା ରୋଗୀର ବ୍ୟବ— ହୃତ ବସ୍ତ୍ରାଦି ଛୁଇଁଲେ ବ୍ୟକ୍ତିକୁ ଯେଉଁ ରୋଗ ଆକ୍ରମଣ କରେ ତାକୁ ଛୁଆଁ ରୋଗ ବୋଲାଯାଏ; ଯଥା—କୁଷ୍ଠ ରୋଗୀକୁ ନ ଛୁଇଁଲେ ମଧ୍ୟ ଜଳ ଓ ବାୟୁଦ୍ୱାରା ଚାଳିତ ହୋଇ ଯେଉଁ ରୋଗ ସୁସ୍ଥ ବ୍ୟକ୍ତିର ଆକ୍ରମଣ କରେ ତାକୁ ଡ଼ିଆଁ ରୋଗ (infectious disease) ବୋଲାଯାଏ]