ଛୁଆଣି କରିବା
ଦେଖଣା
ଛୁଆଣି କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.—(ସଂସ୍କୃତ - ଛଦ୍ ଧାତୁ)
[ସମ୍ପାଦନା]- ୧. ଘର ଛପରବନ୍ଦି କରିବା — ୧. To thatch a house.
- ୨. କୌଣସି ପଦାର୍ଥ ଉପରେ ଅନ୍ୟ କୌଣସି ପଦାର୍ଥର ସ୍ତର ପକାଇବା —୨. To overlay a thing with a thin layer of some other thing.
(ଯଥା—ହାତୀ ଦାନ୍ତରେ ସୁନା ଛୁଆଣି କରିବା; ତମ୍ୱାଖଡ଼ୁରେ ସୁନା ଛୁଆଣି କରିବା ଇତ୍ୟାଦି)
- ୩. ଢୋଲ ଆଦିର ମୁହଁରେ ଚମଡ଼ା ମଡ଼ାଇବା — ୩. To lay hide or lather over a drum.
- ୫. ଚଉକି ଆଦିର ଫାଙ୍କ ଜାଗାରେ ବେତ ଆଦି ବୁଣିବା — ୫. To bottom (a chair)