ଛୁଇ
ଦେଖଣା
ଛୁଇ
ଉଚ୍ଚାରଣ
[ସମ୍ପାଦନା](ଛୁଇମାଟି—ଅନ୍ୟରୂପ)
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ ଏହି ଅର୍ଥରେ ହିନ୍ଦୀ - ଛୁହୀ; ସଂସ୍କୃତ - ଶ୍ୱେତ)
[ସମ୍ପାଦନା]ଚୂନପରି ଏକପ୍ରକାର ଧଳା ମାଟି, ଛୁହି; ଖାରି ମାଟି —White earth
[ ଦ୍ର—ଲୋକେ ଏହି ମାଟିରେ ଗୃହଆଦି ଲିପନ୍ତି; ଘର ଚୂନ ଲିପିଲା ପରି ଦିଶେ; ଛୁଇ ଦୁଇପ୍ରକାର, ୧ ଈଷତ୍ ମାଟିଆ; ୨ ଖୁବ୍ ଧଳା; ଇଟା ପଥରଆଦି ଗାନ୍ଥିନି କରିବାରେ ଚୂନ ଯେପରି ଅଠାଭଳି ଧରେ ଏ ମାଟି ସେପରି ଧରେ ନାହିଁ]
(ବସ୍ତର) ବିଶେଷ୍ୟ -
[ସମ୍ପାଦନା]ଦୁଧଖଡ଼ି, ଚକ୍ଖଡ଼ି —Chalk.