ଛୁଙ୍କିବା
ଅଳ୍ପ ଘିଅ ବା ତେଲରେ ଲଙ୍କାମରିଚ ଓ ସୋରିଷ ଆଦି ହାଣ୍ତିଫୁଟାକୁ ଫୁଟାଇ ତହିଁରେ ସିଦ୍ଧ ତିଅଣ ବା ପରିବାକୁ ବଘାରିବା —To season the already boiled curry with a little oil or ghee and spices singed in oil