Jump to content

ଛୁଚିବାଇଆ

ଉଇକିଅଭିଧାନ‌ରୁ

ଛୁଚିବାଇଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ଛୁଚିବାଇ—ସ୍ତ୍ରୀ) 

(ଛୁଚିବାୟା—ଅନ୍ୟରୂପ)

ଗ୍ରାମ୍ୟ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ଶୂଚି+ବାତୁଳ)

[ସମ୍ପାଦନା]

ସର୍ବଦା ଶୂଚି ରହିବା ଓ ଅସ୍ପୃଶ୍ୟ ବ୍ୟକ୍ତି ବା ବସ୍ତୁକୁ ନ ଛୁଇଁବା ଯାହାର ଅଭ୍ୟାସ —Excessively sentimental in keeping away from untouchable or unclean things and persons.