ଛୁଛୁନ୍ଦରୀ
ଦେଖଣା
ଛୁଛୁନ୍ଦରୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଛୁଛୁ=ଅବ୍ୟକ୍ତ ଶବ୍ଦ+ଦ ଧାତୁ=ବିଦାରଣ କରିବା +କର୍ତ୍ତୃ. ଅ+ସ୍ତ୍ରୀ. ଈ)
[ସମ୍ପାଦନା]- ୧. ଚୁଚୁନ୍ଦ୍ରା; ଗନ୍ଧମୂଷିକ —୧. Musk-shrew; mole; musk- rat: Crocudura Caerula.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ନିର୍ଲଜ୍ଜ —୧ Shameless.
- ୨. ଛୋଟ (ଲୋକ); ନୀଚପ୍ରକୃତି (ଲୋକ) — ୨. Low; mean (person).
- ୩. ଲୋଭୀ; ପେଟୁ —୩. Ravenous; always hankering after food from other' tables.