ଛୁଞ୍ଚପତ୍ର
ଦେଖଣା
ଛୁଞ୍ଚପତ୍ର
ଉଚ୍ଚାରଣ
[ସମ୍ପାଦନା](ଛୁଞ୍ଚପତର—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଛିଞ୍ଚିପତ୍ର (ଦେଖ) - ୧. Chhin̄chi-patra (See)
- ୨. ଭାତଥାଳି ପାଖେ ଲୁଣଆଦି ବାଢ଼ିବା ନିମନ୍ତେ ନାନା କୌଶଳରେ କଟା ଯାଇଥିବା ଗୋଲ କଦଳୀପତ୍ରଖଣ୍ଡ — ୨. A circular piece of plantain leaf cut into various artistic designs for serving salt near a plate of rice.