ଛୁଞ୍ଚହାଣ୍ଡି
ଦେଖଣା
ଛୁଞ୍ଚହାଣ୍ଡି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଛୁଞ୍ଚହାଣ୍ଡି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସେଚନ+ହାଣ୍ଡିକା)
[ସମ୍ପାଦନା]ନିତି ସକାଳେ ଘରଦ୍ୱାର ଲିପିବା ପାଇଁ ଯେଉଁ ହାଣ୍ଡିରେ ମାଟିଗୋବର— ମିଶା ପାଣି ଥାଏ —An earthen pot containing water mixed with cowdung for smearing the mud-floor and courtyard every morning.