Jump to content

ଛୁଞ୍ଚିଆ

ଉଇକିଅଭିଧାନ‌ରୁ

ଛୁଞ୍ଚିଆ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ସୂଚି)

[ସମ୍ପାଦନା]

ଛୁଞ୍ଚିପରି ମୁନିଆଁ — Sharp-pointed; needle-pointed.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଆନିକଟର ବା ଏକାଧିକ ନଳା ଥିବା ପୋଲର ଫୁକାରମାନଙ୍କର ମଝିରେ ଥିବା ଅଗଗୋଜିଆ ସ୍ତମ୍ଭର ମୁନିଆଁ ପ୍ରାନ୍ତ —୧. The pointed ends of a pier or masonry-pillar of an anicut or bridge having more than one span.
୨. ଛୁଞ୍ଚିଆ ବତା (ଦେଖ) - ୨. Chhun̄chiā batā (See)