Jump to content

ଛୁଞ୍ଚିଆ ବତା

ଉଇକିଅଭିଧାନ‌ରୁ

ଛୁଞ୍ଚିଆ ବତା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଚାଳରୁ ଛଣ ଉଡ଼ି ନ ଯିବା ପାଇଁ ଚାଳ ଉପରେ ବନ୍ଧାଯିବା କ୍ଷୁଦ୍ର ବତା — Small scantlings of split bamboo attached to the thatch to keep the straw in position.